ପିଇବା ପାଣି ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୨୬ ହଜାର କୋଟି

୯୧୧ ଗାଁର ୬ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବା ପାଣି ଭୁବନେଶ୍ୱର : ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଥିବା ସଂକଳ୍ପ କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ପ୍ରତି ଘରକୁ ପିଇବା ପାଣି ଦେବା ଲାଗି ଗତ ତିନିବର୍ଷରେ ୨୪ ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଆସନ୍ତା ୩ବର୍ଷରେ ଆଉ ୨୬ହଜାର କୋଟି … Continue reading ପିଇବା ପାଣି ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୨୬ ହଜାର କୋଟି